February 26, 2026

Now Odisha

Now Odisha

ପିସିସି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ହେମାନନ୍ଦ ବିଶ୍ୱାଳଙ୍କ ଶ୍ରାଦ୍ଧ ବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ।

Spread the love

ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ ପିସିିସିସଭାପତିସ୍ୱର୍ଗତହେମାନନ୍ଦ ବିଶ୍ୱାଳଙ୍କ ୪ର୍ଥ ଶ୍ରାଦ୍ଧବାର୍ଷିକୀ ପାଳନ ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସକମିିଟି ପକ୍ଷରୁସଭାପତିଶ୍ରୀଭକ୍ତଚରଣ ଦାସଙ୍କ ଅଧ୍ୟକ୍ଷତାରେ ଏକ ସ୍ମୃତିସଭାକଂଗ୍ରେସଭବନ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଯାଇଛି।ସ୍ମୃତିଚାରଣକରି ପିସିସିସଭାପତିଶ୍ରୀ ଦାସ ଓ କଂଗ୍ରେସବିଧାୟକ ଦଳ ନେତାଶ୍ରୀରାମଚନ୍ଦ୍ରକାଡାମକହିଲେ ଯେ ସ୍ୱର୍ଗତହେମାନ୍ଦ ବିଶ୍ୱାଳଜଣେସତ୍ୟନିଷ୍ଠ, ନିର୍ବିକ ଓ ସାଲିସବିହିନ ରାଜନେତା ଥିଲେ।ସତ୍ୟକୁସେସର୍ବଦା ଗ୍ରହଣକରୁଥିଲେ ଓ ସତ୍ୟ ପ୍ରକାଶକରୁଥିଲେ।ସାମାଜିକ ନ୍ୟାୟ, ସମାଜର ଅବହେଳିତ ବର୍ଗରଉନ୍ନତି ଓ ରାଜ୍ୟରବିକାଶକରିବା ଦିଗରେଶେଷ ଜୀବନ ପର୍ଯ୍ୟନ୍ତ ଚେଷ୍ଟିତ ଥିଲେ।ତାଙ୍କର ପଦାଙ୍କ ଅନୁକରଣ କରିବା ପାଇଁ ଯୁବପିଢ଼ୀ ଆଗେଇ ଆସିବାକୁ ଆହ୍ୱାନ କରିଥିଲେ।ଶ୍ରଦ୍ଧାଞ୍ଜଳିଜଣାଇକଂଗ୍ରେସନେତୃବୃନ୍ଦ ସର୍ବଶ୍ରୀଶ୍ରୀକାନ୍ତ ଜେନା, ବିଧାୟକ ପବିତ୍ରସାଉଂଟା ଓ ମଙ୍ଗୁଖିଲ, କଂଗ୍ରେସନେତାସନ୍ତୋଷସିଂସାଲୁଜା, ଶିବାନନ୍ଦ ରାୟ, ସୁରେଶକୁମାରରାଉତରାୟ, ସସ୍ମିତାବେହେରା, ଲଲାଟେନ୍ଦୁମହାପାତ୍ର, ପ୍ରକାଶଜେନା ଓ ନିର୍ମଳ ନାୟକ ପ୍ରମୁଖସ୍ୱର୍ଗତବିଶ୍ୱାଳଙ୍କର ପ୍ରଭା ଓ ପ୍ରତିଭାସମ୍ପର୍କରେ ଆଲୋକପାତ କରିଥିଲେ। ଉକ୍ତଶ୍ରଦ୍ଧାଞ୍ଜଳିସଭାକୁଶ୍ରୀ ଅରବିନ୍ଦ ଦାସ ପରିଚାଳନାକରିଥିଲେ ଓ ଶେଷରଶ୍ରୀରଜନୀମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ଏହିକାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେକଂଗ୍ରେସନେତାଶ୍ରୀଜୟଦେବ ଜେନା, ଦେବାଶିଷ ପଟ୍ଟନାୟକ, ଅଭୟ ସାହୁ, କିଶୋରଜେନା, ମାନସ ଆଚାର୍ଯ୍ୟ, ସିର୍ଦ୍ଧାଥ ସ୍ୱରୂପ ଦାଶ, ବାଙ୍କନିଧି ବେହେରା, ହଳଧର ସେଠୀ, କୃଷ୍ଣଚନ୍ଦ୍ର ବରାଳ, ତରୁଣମିଶ୍ର, ରାଜୀବ ପଟ୍ଟନାୟକ, ବିଶ୍ୱଜିତ ଦାଶ, ପ୍ରଶାନ୍ତ ଚମ୍ପତ୍ତି, ଲିଙ୍ଗରାଜସାହୁ, ମୋଟରାଜଡୁଙ୍ଗଡୁଙ୍ଗ, ଅଭିଶେକ ଦଳବେହେରା, ମିହିର ଆଚାର୍ଯ, ଆଲୋକ ମହାନ୍ତି, ଅଜୟ ମହାପାତ୍ର, ଶ୍ରୀୟାସ୍ମିତା ପଣ୍ଡା, ବିଶ୍ୱକଲ୍ୟାଣି କର, କଳ୍ପନା ଆପଟ, ଆରତୀ ନାୟକ, ଉଷାରାଣୀବେହେରା, ଉର୍ବଶୀମିଶ୍ର, ଗେରୋଟିସେସ୍‌, ଜୟସ୍ମିତାମହାନ୍ତି, ବିଶ୍ୱଜିତମହାନ୍ତି, ହିଂମାଶୁଲେଙ୍କା, ଅଧିର ଜେନା, ସତ୍ୟବ୍ରତ ନାୟକ, ମୋହନ ହେମ୍ବ୍ରମ, ଖଗେଶ୍ୱରମଲ୍ଲିକ, ବିଭୁ ପ୍ରସାଦ ମିଶ୍ର, ଦେବାଶିଷମିଶ୍ର, ଚାଲୁମଙ୍ଗରାଜ, ବିଶ୍ୱରଞ୍ଜନ ଜେଠୀ, ଆତ୍ମାରାମ ପତି, ରଞ୍ଜନ ଭୋଇ, ଶ୍ରୀ ନାୟାର ପ୍ରମୁଖବହୁକଂଗ୍ରେସନେତୃବୃନ୍ଦ ଓ କର୍ମୀଉପସ୍ଥିତ ଥିଲେ।

error: Content is protected !!