ନ୍ୟାୟ ପାଇଁ ଲଢେଇ


ଓଡିଶାରୁ ଜାମ୍ମୁ କାଶ୍ମୀର ଆତଙ୍କବାଦୀ ସୟଦ ଇସାନ ବୁଖାରୀ ଧରା ହେବା ଘଟଣାରେ କେନ୍ଦ୍ର ଗୃହ ସଚିବଙ୍କୁ ସ୍ପେଶାଲ ଟିମ ତଦନ୍ତ ପାଇଁ ଅଭିଯୋଗ ନମ୍ବର MINHA/E/2023/0026213 ରେ ଅଭିଯୋଗ ଦାଏର କଲେ ନ୍ୟାୟ ପାଇଁ ଲଢେଇ ପରିବାରର ରାଜ୍ୟ ସଭାପତି ସୁବ୍ରତ କୁମାର ଦାଶ |


error: Content is protected !!