ନୂଆବର୍ଷ ଉତ୍ସବ ଯୋଗୁଁ କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ସତର୍କ କଲା କେନ୍ଦ୍ର


ନୂଆବର୍ଷ ଉତ୍ସବ ଯୋଗୁଁ କୋଭିଡ ସଂକ୍ରମଣ ବଢ଼ିବା ଆଶଙ୍କା ଥିବାରୁ ସତର୍କ କଲା କେନ୍ଦ୍ର।ଜିଲ୍ଲାସ୍ତରରେ ‘ସାରି’ ଓ ‘ଇଲି’ ଲକ୍ଷଣ ପ୍ରତି ଦୃଷ୍ଟି ରଖିବାକୁ ପରାମର୍ଶ।ଜିଲ୍ଲାସ୍ତରରେ ପର୍ଯ୍ୟାପ୍ତ ଟେଷ୍ଟିଂ ବ୍ୟବସ୍ଥା କରିବାକୁ ବି ପରାମର୍ଶ।RT-PCR ଟେଷ୍ଟ ସହ ପଜିଟିଭ୍‌କୁ ଜିନମ୍‌ ସିକ୍ୟୁଏନ୍‌ସିଂ ପାଇଁ ପଠାଇବାକୁ ନିର୍ଦ୍ଦେଶ।


error: Content is protected !!