ନୂଆପଡା,୦୧/୦୩: BBM ଅର୍ଥାତ୍ ବଲାଙ୍ଗୀର, ବରଗଡ଼, ମହାସମୁନ୍ଦ ଡିଭିଜନ କମିଟିର ୧୫ ମାଓବାଦୀଙ୍କ ଆତ୍ମସମର୍ପଣ। ପଡୋଶୀ ଛତିଶଗଡ ମହାସମୁନ୍ଦ ଜିଲ୍ଲା ବଲୋଦା ଥାନାରେ ରାତି ୨ ରୁ ୪ଟା ସମୟରେ ଆତ୍ମସମର୍ପଣ କରିଛନ୍ତି। ଓଡିଶାର ପଶ୍ଚିମ ସବ ଜୋନାଲ ବ୍ୟୁରୋ ସଚିବ ବିକାଶ ସହ ୧୫ ଜଣ ହତିଆର ସହ କଲେ ଆତ୍ମ ସମର୍ପଣ। ବିକାଶର ମୁଣ୍ଡ ଉପରେ ୨୫ ଲକ୍ଷର ପୁରସ୍କାର ରାଶି ଥିବା ବେଳେ ଆତ୍ମ ସମର୍ପଣ କରିଥିବା ନକ୍ସଲ ଭିତରେ ୯ ମହିଳା ଓ ୬ ପୁରୁଷ ସାମିଲ ଥିବା ଜଣାପଡିଛି।

More Stories
ଦୁଇ ରାଜନୈତିକ ଗୋଷ୍ଠୀ ମୁହାଁମୁହିଁ ଆଶଙ୍କା, ବରାଳ ବାଲୁଙ୍କେଶ୍ୱର ମନ୍ଦିର ନିକଟରେ ୧୬୩ ଧାରା ଜାରି |
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!