ଜାମ୍ମୁ: ଜାମ୍ମୁ-କାଶ୍ମୀର ପୁଲିସ ଜାମ୍ମୁ ଜିଲା ଅନ୍ତର୍ଗତ ବାହାଦୂରପୁରା ଗ୍ରାମ ନିକଟସ୍ଥ ନିୟନ୍ତ୍ରଣ ରେଖା (ଏଲଓସି) ନିକଟରୁ ୮ କୋଟି ଟଙ୍କାର ହେରାଇନ ଜବତ କରିଛି। ଖୋଲା ପଡିଆରେ ଏକ ପ୍ୟାକେଟ ପଡିଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଥିଲେ। ଉକ୍ତ ପ୍ୟାକେଟରେ ୧.୫ କିଲୋ ଓଜନର ହେରୋଇନ ରହିଥିବା ଜଣାପଡିଥିଲା।
ଆନ୍ତର୍ଜାତିକ ମାର୍କେଟରେ ଏହାର ମୂଲ୍ୟ ୮ କୋଟି ହେବ ବୋଲି ଆକଳନ କରାଯାଇଛି।

More Stories
ଏକ୍ସପ୍ରେସ୍ କ୍ରେଡିଟ୍ ଲୋନ୍ ନାଁରେ ୬.୮୮ କୋଟି ଠକେଇ: ଏସ୍ବିଆଇର ୩ ମହିଳା ଅଧିକାରୀ ଗିରଫ
ସ୍ତ୍ରୀର ମୃତଦେହ ଚିହ୍ନଟ ପାଇଁ ସ୍ୱାମୀକୁ ପିଟିପିଟି ଗୁରୁତର କଲା ପୁଲିସ!
ଆଜମ ଖାନଙ୍କ ସମସ୍ୟା ବଢ଼ିଲା: ଦୁଇଟି ପାନ କାର୍ଡ ମାମଲାରେ ଜେଲ୍ ଦଣ୍ଡ ୧୦ ବର୍ଷକୁ ବୃଦ୍ଧି |