କଟକ ଜିଲ୍ଲା କଣ୍ଟାପଡ଼ା ତହସିଲଦାରଙ୍କ ବିପୁଳ ସଂପତ୍ତି ଠାବ କଲା ଭିଜିଲାନ୍ସ
-ରେଡ୍ ବେଳେ ତହସିଲଦାର ପ୍ରସନ୍ନ ସାମନ୍ତରାୟଙ୍କ ୨ଟି ବହୁତଳ କୋଠା ଠାବ
-ଭୁବନେଶ୍ୱର କେଶୁରାରେ ବାବୁଙ୍କ ରହିଛି ୨ଟି ୩ ମହଲା କୋଠା
-ତହସିଲଦାରଙ୍କ ଭୁବନେଶ୍ବରରେ ଅଛି ୭ଟି ଦାମୀ ପ୍ଲଟ୍
-ରେଡ୍ ବେଳେ ଘରୁ ନଗଦ ୨ ଲକ୍ଷ ୧୫ ହଜାର ଟଙ୍କା ଜବତ
-ବ୍ୟାଙ୍କ ଜମା ଓ ବୀମା ରାଶିର ଯାଞ୍ଚ କରୁଛି ଭିଜିଲାନ୍ସ

More Stories
ଚିକିତ୍ସା ବାହାନାରେ ଆସି ସଶସ୍ତ୍ର ଡକାୟତି ବନ୍ଧୁକ ମୁନରେ ଟଙ୍କା ଓ ସୁନା ଲୁଟ୍୍
ଇଥାନଲ ଯୋଗାଣରେ ମଜଭୁତ ହେଉଛି ଭାରତ: ୮୫ ପ୍ରତିଶତ ଟାର୍ଗେଟ ପୂରା
ସୁପରହୀରୋ ହେବେ ଅମୀର