ଏହି ବ୍ୟକ୍ତି ଜଣକ ଦୁଇ ଦିନ ହେବ ଘରୁ କେଁଉ ଆଡୁ ପଳେଇ ଯାଇଛନ୍ତି ତାଙ୍କ ପରିଚୟ ହେଉଚି ଛବିନ୍ଦ୍ର ନାଥ ଘର ଯଦୁପୁର ପୋଷ୍ଟ ଯଦୁପୁର ଥାନା ମାର୍ଶାଘାଇ ଜିଲ୍ଲା କେନ୍ଦ୍ରାପଡ଼ା ତାଙ୍କ ପରିବାର ର ସଦସ୍ୟ ମାନେ ବହୁ ଅଞ୍ଚଳ ଖୋଜି ପାଉନାହାଁନ୍ତି ପରିବାର ଲୋକ ନିରାଶ ଅଛନ୍ତି ଯେଉଁ ସ ହୃଦୟ ବ୍ୟକ୍ତି ଏହି ବ୍ୟକ୍ତି ଙ୍କ ଠିକଣା ପାଆନ୍ତି mobile number 7008955148 ରେ ଯୋଗାଯୋଗ କରିବେ।


error: Content is protected !!