ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ


ଆସନ୍ତା ତା-୧୦.୦୧.୨୪ (ବୁଧବାର ) ଦିନ୧୦ଟା ୩୦ମିନିଟ ସମୟରେ କଟକ ଯୋବ୍ରା ଆନିକଟ ଛକରେ ଥିବା ପରମପୂଜ୍ୟ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳୀର ମୋର ଶତାଧିକ ଶୁଭେଚ୍ଛୁ ଓ ସମର୍ଥକଙ୍କ ସହ ଶିଖରପୁର ହାରାମଣୀ ମଣ୍ଡପ ପର୍ଯ୍ୟନ୍ତ ପଦଯାତ୍ରା କାର୍ଯ୍ୟକ୍ରମ ହେବା ସହ ଅପରାହ୍ନ ୧୨ଟା ସମୟରେ ହାରାମଣୀ ମଣ୍ଡପରେ ଏକ ବନ୍ଧୁମିଳନ,ସମ୍ଭର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଆପଣଙ୍କ ପ୍ରତିନିଧି, ସାମ୍ବାଦିକ,ଭିଡିଓ ଜର୍ଣ୍ଣାଲିଷ୍ଟ, ଫଟୋଗ୍ରାଫର ଉପସ୍ଥିତ ରହି ଖବର ସଂଗ୍ରହ କରିବା ପାଇଁ ଆପଣଙ୍କୁ ବିନମ୍ର ଅନୁରୋଧ।ରୂପାଲୀ ଲେଙ୍କା-9437296689


error: Content is protected !!