ଘରେ ପଶି ଲୁଟ୍


ଖଣ୍ଡଗିରି ଥାନା ଗଣ୍ଡମୁଣ୍ଡା ଅଞ୍ଚଳରେ ଲୁଟ୍। ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଲୁଟ୍ ହୋଇଥିବା ଅଭିଯୋଗ। ଲୁଟ୍ ନେଇ ଥାନାରେ ଅଭିଯୋଗ ପରେ ଛାନଭିନ। ବିଳମ୍ବିତ ରାତିରେ ଲୁଟ୍ ନେଇ ଖଣ୍ଡଗିରି ପିସିଆରକୁ ଅଭିଯୋଗ। ଆଖପାଖରେ ଲାଗିଥିବା CCTV ଫୁଟେଜକୁ ଯାଞ୍ଚ କରୁଛି ପୋଲିସ।


error: Content is protected !!