ଅସହାୟ ପରିବାରଙ୍କୁ ସହଯୋଗର ହାତ


ଅସହାୟ ପରିବାରଙ୍କୁ ସହଯୋଗ ର ହାତ ବଢ଼ାଇଲେ କଂଗ୍ରେସ ନେତା ଦେବେନ୍ଦ୍ର ସାହୁ ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ନିଶ୍ଚିନ୍ତକୋଇଲି ବ୍ଲକ କୋଳଣପୁର ଗ୍ରାମପଞ୍ଚାୟତ ର ୧୦ ନଂ ୱାର୍ଡ ରମେଇ ପୃଷ୍ଟି ଓ ନାରୀ ପୃଷ୍ଟି ଙ୍କ ଦୁଇ ପରିବାର ଅବହେଳିତ ଅବସ୍ଥାରେ ରହିଥିବାର ସୂଚନା ପାଇବାପରେ ମାହାଙ୍ଗାର ବରିଷ୍ଠ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ର ସଦସ୍ୟ ଶ୍ରୀଯୁକ୍ତ ଦେବେନ୍ଦ୍ର କୁମାର ସାହୁ ପହଂଚି ସହଯୋଗର ହାତ ବଢ଼ାଇ ଥିଲେ ସୂଚନା ଅନୁଯାଇ ଉକ୍ତ ପରାଇବାର ଆର୍ଥିକ ସ୍ଥିତି ଭଲ ନଥିବାରୁ ଘର ଛପର କରିପାରିନାହାନ୍ତି ଯୁବ ସମାଜ ସେବୀ ବିରାଜ କୁମାର ଜେନା ଙ୍କ ତତ୍ଵାବଧାନରେ ଉକ୍ତ ପରିବାରଙ୍କୁ ମାହାଙ୍ଗାର ବରିଷ୍ଟ କଂଗ୍ରେସ ନେତା ତଥା ପିସିସି ଶୃଙ୍ଖଳା କମିଟି ର ସଦସ୍ୟ ଦେବେନ୍ଦ୍ର କୁମାର ସାହୁ ପାଲ ଯୋଗାଇଦେବା ସହ ଆର୍ଥିକ ସାହାଯ୍ୟ ପ୍ରାଦନ କରିଥିଲେ ଏବଂ ତାଙ୍କ ପରିବାର ଙ୍କ ସଦସ୍ୟ ଙ୍କୁ ନିଜ ପାଖରେ ଚାକିରୀ କରାଦେବାର ପ୍ରତସୁତି ଦେଇଥିଲେ।


error: Content is protected !!