ସାଂସଦ ଭାବେ ଲଢ଼ିବାକୁ ଚାହୁଁଛି


ସାଂସଦ ଭାବେ ଲଢ଼ିବାକୁ ଚାହୁଁଛି।ଜୁଏଲ ଶେଷ ଥର ପାଇଁ ସାଂସଦ ଭାବେ ଲଢିବାକୁ ଚାହୁଁଛି କହିଲେ ଜୁଏଲ ଓରାମ।ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ପରେ ପ୍ରତିକ୍ରିୟା ଦେଲେ ଜୁଏଲ।ସାଂସଦ ଭାବେ ଲଢ଼ିବାକୁ ଚାହୁଁଛି, ବିରୋଧୀଙ୍କ ଚର୍ଚ୍ଚା ଫରକ ପକାଇବ ନାହିଁ।ଯଦି କେନ୍ଦ୍ର ଚାହେଁ , ତେବେ ବିଧାନସଭା ଲଢ଼ିବା ବିଷୟରେ ଚିନ୍ତା କରିବି।


error: Content is protected !!