ଚାକିରି ନାଁରେ ଠକେଇ


ଚାକିରି ନାଁରେ ଠକେଇ: ୩ ଗିରଫ।ଅନ୍ତଃ ରାଜ୍ୟ ଚାକିରି ନାଁରେ ଠକେଇ ରାକେଟର ପର୍ଦ୍ଦାଫାସ୍।ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW।ହାଇଦ୍ରାବାଦର ୨ ଜଣ ଓ ବାଲେଶ୍ୱରର ଜଣେ ଗିରଫ।


error: Content is protected !!