ଚୋର ଚିହ୍ନେଇବ ଗୁଗଲ ମ୍ୟାପିଂ


ଚୋର ଚିହ୍ନେଇବ ଗୁଗଲ ମ୍ୟାପିଂ।ଏଣିକି ଗୁଗଲ ମ୍ୟାପିଂ ଦ୍ବାରା ଚିହ୍ନଟ ହେବେ ଅଭିଯୁକ୍ତ।ଅପରାଧ ନିୟନ୍ତ୍ରଣର ନୂଆ ଉପାୟ ଆଣିବ କମିଶନରେଟ୍ ପୋଲିସ।ଗୁଗଲ ଆପ୍ଲିକେସନରେ କ୍ରାଇମ ମ୍ୟାପିଂ ଟେକନିକ୍ ଆପଣେଇବ।


error: Content is protected !!