ଭୁବନେଶ୍ୱରରୁ ହୋର୍ଡିଂ ହଟୁ


ଭୁବନେଶ୍ୱରରୁ ହୋର୍ଡିଂ ହଟୁ।ଭୁବନେଶ୍ୱର ସହରରୁ ସବୁ ହୋର୍ଡିଂ ହଟାଇବାକୁ ଅପରାଜିତାଙ୍କ ଦାବି।ପ୍ରେସମିଟରେ ଦାବି କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ।ନୂଆବର୍ଷ ଶୁଭେଚ୍ଛା ପାଇଁ ମନଇଚ୍ଛା ଚାରିଆଡ଼େ ହୋର୍ଡିଂ ଲଗାଯାଇଛି।


error: Content is protected !!