ଆଜି ଗୋପାନାଥପୁର ଷ୍ଟେସନର ଲୋକାର୍ପଣ


ବାଲେଶ୍ବର ଗସ୍ତରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ।ନୀଳଗିରି ଗୋପାନାଥପୁର ଷ୍ଟେସନର ଲୋକାର୍ପଣ କରିବେ।କ୍ଷୀରଚୋରା ଗୋପୀନାଥ ମନ୍ଦିରରେ ଦର୍ଶନ କରିବେ।ବିକଶିତ ଭାରତ ସଂକଳ୍ପ ଯାତ୍ରାରେ ସାମିଲ ହେବେ।ଅପରାହ୍ନରେ ରେଳ ଚଳାଚଳର ଶୁଭାରମ୍ଭ କାର୍ଯ୍ୟକ୍ରମ।


error: Content is protected !!