ଆସ୍କା ବସଷ୍ଟାଣ୍ଡରୁ କୋଦଳା ଅଭିମୁଖେ ଯାଉଥିବା ଏକ ମିନି ବସ୍ ରେ ଜନୈକା ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ରେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରମୋଦ କୁମାର ରଥ ଗିରଫ ହୋଇ ଜେଲ୍ ଯାଇଛନ୍ତି। ପ୍ରକାଶ ଥାଉକି ଅଧ୍ୟାପକ ଜଣକ କୋଦଳା ଶୁଣ୍ଢି ସାହିର ଓ ସେ ଉକ୍ତ ବସ୍ ରେ ଗାଁ କୁ ଯିବା ବେଳେ ପାଖ ସିଟ୍ ରେ ବସିଥିବା ନାବାଳିକାକୁ ଅସାଧାରଣ କରିଥିବା ପୀଡ଼ିତା ଓ ତାଙ୍କ ପିତା ପୋଲିସ ନିକଟରେ ଅଭିଯୋଗ କରିଥିଲେ।ପୋଲିସ ଉଭୟ ବାପା ଝିଅକୁ ଥାନାରେ ପଚରାଉଚରା କରିବା ପରେ ଅଭିଯୁକ୍ତ ଅଧ୍ୟାପକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ) : ଆସ୍କା ବସଷ୍ଟାଣ୍ଡରୁ କୋଦଳା ଅଭିମୁଖେ ଯାଉଥିବା ଏକ ମିନି ବସ୍ ରେ ଜନୈକା ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ରେ ଅବସରପ୍ରାପ୍ତ ଅଧ୍ୟାପକ ପ୍ରମୋଦ କୁମାର ରଥ ଗିରଫ ହୋଇ ଜେଲ୍ ଯାଇଛନ୍ତି। ପ୍ରକାଶ ଥାଉକି ଅଧ୍ୟାପକ ଜଣକ କୋଦଳା ଶୁଣ୍ଢି ସାହିର ଓ ସେ ଉକ୍ତ ବସ୍ ରେ ଗାଁ କୁ ଯିବା ବେଳେ ପାଖ ସିଟ୍ ରେ ବସିଥିବା ନାବାଳିକାକୁ ଅସାଧାରଣ କରିଥିବା ପୀଡ଼ିତା ଓ ତାଙ୍କ ପିତା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଉଭୟ ବାପା ଝିଅକୁ ଥାନାରେ ପଚରାଉଚରା କରିବା ପରେ ଅଭିଯୁକ୍ତ ଅଧ୍ୟାପକକୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

More Stories
ପୁଣି ଚର୍ଚ୍ଚାରେ ଦାନ ମାଝୀ
ଏସିଏଫ ସୋମ୍ୟରଞ୍ଜନ ମୃତ୍ୟୁ ମାମଲା; ଜାମିନ ଆବେଦନ ଖାରଜ ପରେ ଜେଲ୍ ଗଲେ ପୂର୍ବତନ DFO
ସନ୍ଧ୍ୟା ସୁଦ୍ଧା ସାଳନ୍ଦୀ, ଜଳକା , ବୈତରଣୀରେ ବଡ଼ ବନ୍ୟା