ଯେଉଁଠି ଡ୍ୟୁଟି ସେଇଠି ଭୋଟ୍‌


ଯେଉଁଠି ଡ୍ୟୁଟି ସେଇଠି ଭୋଟ୍‌।-ଏଥର ସାଧାରଣ ନିର୍ବାଚନରେ ଭୋଟ ଦେବା ପାଇଁ ନୂଆ ବ୍ୟବସ୍ଥା।ପୋଲିଂ କର୍ମଚାରୀ ଯେଉଁଠି ଡ୍ୟୁଟି କରିବେ, ସେଇଠି ଦେବେ ଭୋଟ୍‌।ପୋଲିଂ ଦାୟିତ୍ୱରେ ଥିବା ସବୁ ଅଧିକାରୀ, କର୍ମଚାରୀ ସେଇଠି ଭୋଟ୍ ଦେବେ। ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ୱତନ୍ତ୍ର ଭୋଟଗ୍ରହଣ କେନ୍ଦ୍ର ହେବ।୮୦ ବର୍ଷରୁ ଅଧିକ ବୟସ୍କ ଓ ୪୦ ବର୍ଷରୁ କମ୍‌ ଦିବ୍ୟାଙ୍ଗଙ୍କ ପାଇଁ ବି ବ୍ୟବସ୍ଥା।ଏହି ଦୁଇ ବର୍ଗ ଅସୁସ୍ଥ ହୋଇ ଘରେ ରହୁଥିଲେ, ହୋମ୍‌ ଭୋଟିଂ ବ୍ୟବସ୍ଥା। ଭୋଟ୍‌ ପାଇଁ ସବୁ ଜିଲ୍ଲାରେ ଇଭିଏମ୍‌ ପହଞ୍ଚି ସାରିଥିବା କହିଲେ ସିଇଓ।


error: Content is protected !!