ସେପ୍ଟେମ୍ବର ୨୧ରେ ବର୍ଷର ଶେଷ ସୂର୍ଯ୍ୟ ପରାଗ ଲାଗିବାକୁ ଯାଉଛି । ଏହା ଉପରେ ଉଭୟ ଜ୍ୟୋତିର୍ବିଦ ଓ ବୈଜ୍ଞାନିକଙ୍କ ନଜର ରହିଛି । ଏହି ଦିନ ସୂର୍ଯ୍ୟ, ଚନ୍ଦ୍ରମା ଓ ପୃଥିବୀ ଏକ ସରଳରେଖାରେ ରହିବେ । ମାତ୍ର ଭାରତରେ ଏହି ପରାଗ ଦୃଶ୍ୟମାନ ହେବ ନାହିଁ । କିନ୍ତୁ ଅନ୍ୟ କିଛି ଦେଶରେ ଏହି ପରାଗ ଦୃଶ୍ୟମାନ ହେବ ।
ଧାର୍ମିକ ମାନ୍ୟତାନୁସାରେ ପରାଗ ଓ ଗ୍ରହଣ ସମୟରେ ଶୁଭ କାର୍ଯ୍ୟ କରିବା ପାଇଁ ବାରଣ କରାଯାଏ । ଫଳରେ ଲୋକେ ଏହି ସମୟରେ ପୂଜାପାଠ, ଦାନ ନକରିବା ସହ ମନ୍ତ୍ର ଜପ କରି ଥାନ୍ତି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…