ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି


ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁରରେ PMଙ୍କ ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ।୬୮ହଜାର କୋଟିର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ, ଏହି ପ୍ରକଳ୍ପ ଶକ୍ତି କ୍ଷେତ୍ରକୁ ଦେବ ବିରାଟ ବଳ।ରାସ୍ତା, ରେଳ ଓ ଉଚ୍ଚଶିକ୍ଷା ପ୍ରକଳ୍ପର ଉଦଘାଟନ କରିବେ।ସମ୍ବଲପୁର ରେଳ ଷ୍ଟେସନର ହେବ ଉନ୍ନତିକରଣ।


error: Content is protected !!