ଆୟୋଜିତ ହେଉଛି ଭାଷା ମହାକୁମ୍ଭ


ଆୟୋଜିତ ହେଉଛି ଭାଷା ମହାକୁମ୍ଭ।ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ୨୦୨୪। ଫେବୃଆରୀ ୩ରୁ ୫ତାରିଖ ପର୍ଯ୍ୟନ୍ତ ହେଉଥିବା ଏହି ସମ୍ମିଳନୀରେ ସାମିଲ ହେବେ ବହୁ ପ୍ରତିଷ୍ଠିତ ଭାଷାବିତ, ସାହିତ୍ୟିକ ତଥା ଲେଖକ। ଆସନ୍ତୁ ବହୁସଂଖ୍ୟାରେ ଏଥିରେ ଯୋଗ ଦେବା, ଓଡ଼ିଆ ଭାଷାର ଗୌରବ ବଢାଇବା।


error: Content is protected !!