ପୂର୍ବ ସରକାର ଓ ବର୍ତ୍ତମାନ ସରକାରର ତୁଳନାତ୍ମକ ଚିତ୍ର ଦେଲେ ମୋଦି।ପୂର୍ବ ସରକାରରେ ନାରୀମାନଙ୍କ ଉନ୍ନତିକୁ ଅଣଦେଖା କରାଯାଇଥିଲା।ସମୟ ବଦଳିଛି , ନାରୀମାନଙ୍କ ଅଗ୍ରାଧିକାରକୁ ପ୍ରାଥମିକତା ଦିଆଯାଇଛି।ଆଗାମୀ ଦିନରେ ୩ କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବ।


error: Content is protected !!