ତୃତୀୟ ପାଳି ବେଶି ଦୂର ନୁହେଁ


ତୃତୀୟ ପାଳି ବେଶି ଦୂର ନୁହେଁ- ମୋଦି।ତୃତୀୟ ପାଳି ବିଜୟ ପକ୍କା ବୋଲି କହିଲେ ପ୍ରଧାନମନ୍ତ୍ରୀ।ମୋର ତୃତୀୟ ପାଳି ଆରମ୍ଭ ଆଉ ବେଶି ଦୂର ନୁହେଁ- ମୋଦି।ଖୁବ୍‌ ଶୀଘ୍ର ମୋ ସରକାରର ତୃତୀୟ ପାଳି ଆରମ୍ଭ ହେବାକୁ ଯାଉଛି।ଆଗାମୀ ୫ ବର୍ଷ ବିକାଶର ନୂଆ ସୋପାନରେ ଆମେ ପହଞ୍ଚିବୁ।


error: Content is protected !!