ଯୁବପିଢ଼ି ଆମ ରାଜ୍ୟ ତଥା ଦେଶର ପ୍ରଗତିର କର୍ଣ୍ଣଧାର । ଯୁବପିଢ଼ିଙ୍କୁ ନିଶାକବଳରୁ ମୁକ୍ତ ରଖିବା ପାଇଁ ବ୍ୟାପକ ସଚେନତାର ଆବଶ୍ୟକତା ରହିଛି। ‘ନିଶା ମୁକ୍ତ ଭାରତ’ର ବାର୍ତ୍ତା ନେଇ ଆୟୋଜିତ ହେଉଥିବା ଏହି ଗଣଦୌଡ଼ରେ ବିପୁଳ ସଂଖ୍ୟକ ଯୁବଗୋଷ୍ଠୀ ଓ ଛାତ୍ରଛାତ୍ରୀ ସାମିଲ ହୋଇ ଏକ ମହତ ଉଦ୍ଦେଶ୍ୟର ଭାଗୀଦାର ହେବାପାଇଁ ଅନୁରୋଧ।
Post Views: 19
More Stories
NEET ଛାତ୍ରୀଙ୍କୁ ଟେକିନେଇ ଗଣବଳାତ୍କାର,
ସ୍ତ୍ରୀଙ୍କ ସାମ୍ନାରେ ସ୍ବାମୀଙ୍କୁ ବୀଭତ୍ସ ହତ୍ୟା କରି ଜେଲ୍ ଗଲେ ବାପ-ପୁଅ
ପଡ଼ୋଶୀଙ୍କ ପଥରମାଡ଼ରେ ଯୁବକ ମୃତ,