Spread the love

ବର୍ତ୍ତମାନର ବଡ଼ଖବର ଜଙ୍ଗଲୀ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ.
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସମିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋଲ୍ହା ଗ୍ରାମର ଫୁଲ ପ୍ରଧାନ ଜଙ୍ଗଲକୁ ଜାଳେଣି ସଂଗ୍ରହ କରିବାକୁ ଯାଇଥିବା ସମୟରେ ଜଙ୍ଗଲୀ ହାତୀ ଆକ୍ରମଣରେ ଶିକାର ହୋଇ ମୃତ୍ୟୁବରଣ ହୋଇଥିବା ଜଣାପଡ଼ିଛି.

error: Content is protected !!