ଲମତାପୁଟ ସ୍ଥିତ ୧୨୦ ମେଗାୱାଟ କ୍ଷମତା ସମ୍ପନ୍ନ ମାଛକୁଣ୍ଡ ଜଳବିଦ୍ୟୁତ୍ ପ୍ରକଳ୍ପରେ ଟ୍ରାନ୍ସଫରମର ବିସ୍ଫୋରଣ ଯୋଗୁଁ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଆନ୍ଧ୍ରପ୍ରଦେଶର ଉଚ୍ଚସ୍ତରୀୟ ଟିମ୍ ସ୍ଥିତି ଅନୁଧ୍ୟାନ କରିଥିବା ବେଳେ ପ୍ରକଳ୍ପର ମରାମତି ସହ ପୁନଃ ବିଦ୍ୟୁତ ଉତ୍ପାଦନ ପାଇଁ ୬ ମାସରୁ ଅଧିକ ସମୟ ଲାଗିବ ବୋଲି ସୂଚନା ମିଳିଛି।
Post Views: 19
More Stories
ଦିନ ଦ୍ବିପହରରେ ସଶସ୍ତ୍ର ଡକାୟତି ଉଦ୍ୟମ |
ଆନନ୍ଦପୁରରେ ପୁଣି ହାତୀ: ଫକୀରପୁର-ସିଙ୍ଗଡୋଭ ସୀମାରେ ଗତିବିଧି
ଜଣେ ସାଙ୍ଗ ସିନା ବଞ୍ଚିଗଲେ, ହେଲେ ଆଉ ଜଣେ ଫେରିଲେନି: ଭୀମକୁଣ୍ଡରେ ବୁଡ଼ି କେନ୍ଦ୍ରାପଡ଼ା ଯୁବକଙ୍କ ମୃତ୍ୟୁ