ଭଷ୍ମା ପୁଲିସ ଶୁକ୍ରବାର ଧରିଥିବା ୪ଟି ପାଉଁଶ ବୋଝେଇ ଟ୍ରେଲରକୁ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ମଟରଯାନ ନିରୀକ୍ଷକ ୫ ଲକ୍ଷ ୧୮ ହଜାର ଟଙ୍କା ଜରିମାନା କରିଛି। ସମ୍ବଲପୁର ଓ ଝାରସୁଗୁଡ଼ାରୁ ବେଆଇନ ଭାବେ ପାଉଁଶ ପରିବହନ କରୁଥିବା ବେଳେ ଭଷ୍ମା ପୁଲିସ ମସ୍ନିକାନି, ବଡ଼ବାହାଲ, ଭଷ୍ମାଠାରେ ଚଢ଼ଉ କରି ୪ଟି ଗାଡ଼ି (ଜେଏଚ୍-୦୨ଏ୨- ୭୨୭୧, ଓଡି ୨୩ୟୁ- ୪୨୩୫, ଓଡି ୨୩ ଆର୍- ୭୯୬୩ ଓ ଓଡି ୨୩ଆର୍- ୦୬୭୭କୁ ଧରି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ଆଞ୍ଚଳିକ ପରିବହନ ବିଭାଗ ସୂଚୀତ କରିଥିଲା।
ଶନିବାର ବୋର୍ଡ ଅଧିକାରୀ ଆସି ୩ ଲକ୍ଷ ୯୦ ହଜାର ଓ ପରିବହନ ବିଭାଗ ୧ ଲକ୍ଷ ୨୮ ହଜାର ଟଙ୍କା ଜରିମାନା କରିଥିବା ସୂଚନା ମିଳିଛି।
ଆହୁରି ପଢ଼ନ୍ତୁ: LPG: ୭୩ ଏଲ୍ପିଜି ବିତରକଙ୍କ ଲାଇସେନ୍ସ ନିଲମ୍ବନ, ୩୪୨ ବିତରକଙ୍କୁ ଜରିମାନା

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |