ବିଜେପି-ବିଜେଡି ସମ୍ଭାବ୍ୟ ମେଣ୍ଟକୁ ନେଇ ଜାରି ରହିଥିବା ଚର୍ଚ୍ଚା ଆଲୋଚନା ଆହୁରି ବଢିଲା

ବିଜେପି-ବିଜେଡି ସମ୍ଭାବ୍ୟ ମେଣ୍ଟକୁ ନେଇ ଜାରି ରହିଥିବା ଚର୍ଚ୍ଚା ଆଲୋଚନା ଆହୁରି ବଢିଲା । ମେଣ୍ଟ ଚର୍ଚ୍ଚା ଭିତରେ ବିଜେଡି ନେତା ଭି.କେ ପାଣ୍ଡିଆନ ଏବଂ ପ୍ରଣବ ପ୍ରକାଶ ଦାସ ଦିଲ୍ଲୀ ଯାଇଛନ୍ତି ।

error: Content is protected !!