ଖୋଲୁଛି ଗୁମର ପ୍ରଥମ ପତ୍ନୀ ଙ୍କୁ ବି ହତ୍ୟା କରି ବିମା ଟଙ୍କା ହଡ଼ପ କରିଥିଲା ଶୁଭମିତ୍ରା ଙ୍କ ହତ୍ୟାକାରୀ ଦୀପକ। କନଷ୍ଟେବଳ ଶୁଭମିତ୍ରା ସାହୁ ଙ୍କ ହତ୍ୟାକାରୀ ଦୀପକ ରାଉତ ର ଫିଟିବାକୁ ଲାଗିଛି ଅପରାଧ ର ଫାଇଲ। ଦୀପକ ରାଉତର ପ୍ରଥମ ପତ୍ନୀ ଅପର୍ଣ୍ଣା ପ୍ରିୟଦର୍ଶିନୀ ଙ୍କ ଦୁର୍ଘଟଣା ରେ ଗତ ୨୦୨୨ ମସିହାରେ ମୃତ୍ୟୁ ହୋଇଥିବା ବେଳେ ଏହାକୁ ନେଇ ଉଠିଛି ଅନେକ ପ୍ରଶ୍ନ। ଆଜି ଅପର୍ଣ୍ଣାଙ୍କ ପରିବାର ଏହା ଦୁର୍ଘଟଣା ନୁହେଁ, ବରଂ ହତ୍ୟା ବୋଲି ଅଭିଯୋଗ କରିଛନ୍ତି। ଅପର୍ଣ୍ଣାଙ୍କ ସାନ ଭଉଣୀ ରୋଜାଲିନ ଖୁଣ୍ଟିଣୀ ଥାନା ଅଧିକାରୀଙ୍କୁ କେସ ରିଓପନ ପାଇଁ ନିବେଦନ କରିଛନ୍ତି।ଅପର୍ଣ୍ଣା ପ୍ରିୟଦର୍ଶିନୀ ଙ୍କ ମୃତ୍ୟୁ ଏକ କୋଟି ରୁ ଉର୍ଦ୍ଧ ଟଙ୍କା ଯାହା ବୀମା ରେ ମିଳିଥିଲା ତାକୁ କୁ ହଡ଼ପ କରିଥିଲା ଦୀପକ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…