IDBIରେ ଠକେଇ: ଆଉ ୨ ଗିରଫ। IDBI ଠକେଇ ମାମଲାରେ ଆଉ ୨ ଜଣଙ୍କୁ ଗିରଫ କଲା EOW। ପିପିଲି ଦାଣ୍ଡମୁକୁନ୍ଦପୁର ବ୍ରାଞ୍ଚର ପୂର୍ବତନ ମ୍ୟାନେଜର ସମେତ ୨ ଗିରଫ। ପୂର୍ବ ମ୍ୟାନେଜର ସରୋଜକାନ୍ତ ବେହେରା ଓ ସହଯୋଗୀ ଆଞ୍ଜେଲ ମିଶ୍ର ଗିରଫ।୩୫ ଜଣଙ୍କୁ ଋଣ ଦେବା ନାଁରେ ୩.୭୦ କୋଟି ଠକେଇ କରିଥିଲେ।


error: Content is protected !!