ବ୍ରହ୍ମପୁର: ବ୍ରହ୍ମପୁର ଖୋଡାସିଂ ସ୍ଥିତ ଏଲଆଇସି ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଲଆଇସିର ଏହି ଡିଭିଜନ କାର୍ୟ୍ୟାଳୟର ୩ୟ ମହଲରେ ଥିବା ଆଇଟି ରୁମର ଦ୍ୱିତୀୟ ଚାମ୍ବରରେ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଯୋଗୁଁ ଏଠାରେ ଥିବା ୩୦ରୁ ୪୦ଟି କମ୍ପ୍ୟୁଟର ଜଳି ଯାଇଥିବା ମାର୍କେଟିଂ ମ୍ୟାନେଜର ଏ.କେ ପାଟଯୋଶୀ ସୂଚନା ଦେଇଛନ୍ତି । ଏହାସହିତ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜଳି ପାଉଁଶ ହୋଇଯାଇଛି । ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରୁଛନ୍ତି ।

More Stories
ଚାଇନା ପରେ ଭାରତ ତିଆରି କରୁଛି ସୂର୍ଯ୍ୟ, ୨୦କୋଟି ଡିଗ୍ରୀର ମହାପ୍ରୟୋଗ, ବିଶ୍ୱରେ ଚହଳ!
WHOରୁ ଇସ୍ତଫା ଦେଲେ ଶେଖ୍ ହାସିନାଙ୍କ ଝିଅ, ଇସ୍ତଫାପତ୍ରରେ ଲେଖିଲେ ଏହି ବଡ଼ କାରଣ…
ୟୁଏଇ ପର୍ଯ୍ୟଟନ ମନ୍ତ୍ରୀଙ୍କୁ ସାକ୍ଷାତ କଲେ ମୁଖ୍ୟମନ୍ତ୍ରୀ, ଓଡ଼ିଶାରେ ହେବ…