ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନା ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ, ଚଳିତ ବର୍ଷ ଡିସେମ୍ବରରେ ସେ ବାଂଲାଦେଶ ଫେରିବେ ଏବଂ ସେଠାରେ ପହଞ୍ଚି କୋର୍ଟରେ ଆତ୍ମସମର୍ପଣ କରିବେ। ଶେଖ ହାସିନା ଆହୁରି ମଧ୍ୟ କହିଛନ୍ତି ଯେ, ଦେଶକୁ ଫେରିଲେ ତାଙ୍କୁ ଗିରଫ କରାଯାଇପାରେ, ଏପରିକି ତାଙ୍କୁ ହତ୍ୟା ମଧ୍ୟ କରାଯାଇପାରେ ବୋଲି ସେ ଭଲ ଭାବେ ଜାଣିଛନ୍ତି। ହେଲେ ଏହା ସତ୍ତ୍ୱେ ବି ସେ ନିଜ ଦେଶକୁ ଫେରିବେ।

More Stories
ପୂର୍ବତନ ପ୍ରଧାନ ଶିକ୍ଷକଙ୍କ ବଦଳି ଅବସରରେ ସମ୍ବର୍ଦ୍ଧନା ଉତ୍ସବ
ବାଲିପାଟଣାରେ ନକଲି ଓ ମିଆଦ ପୂର୍ଣ୍ଣ ବିସ୍କୁଟ କାରବାରର ପର୍ଦ୍ଦାଫାସ;
ଜନଗଣନା ପରେ ପଞ୍ଚାୟତ ଭୋଟ |