କ୍ରେଡିଟ୍ କାର୍ଡ ସମ୍ୱନ୍ଧୀୟ ନିୟମ


ୟେସ୍ ବ୍ୟାଙ୍କ ପକ୍ଷରୁ କୁହାଯାଇଛି ଯେ , ଯେଉଁ ୟୁଜର୍ସ କ୍ରେଡିଟ୍ କାର୍ଡରେ ମାସିକ ୧୦ହଜାର କିମ୍ବା ତା’ଠାରୁ ଅଧିକ ଖର୍ଚ୍ଚ କରିବେ ସେମାନଙ୍କ ପାଇଁ ଡୋମେଷ୍ଟିକ୍ ଲାଉନ୍‌ଜ କାର୍ଡ ଉପଲବ୍ଧ କରାଯିବ। ସେହିପରି ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ କାର୍ଡ ଅଧୀନରେ ତିନି ମାସରେ ୩୫ ହଜାର ଟଙ୍କା କିମ୍ବା ଅଧିକ ଖର୍ଚ୍ଚ କଲେ ଏୟାରପୋର୍ଟ ଲାଉଞ୍ଜ ଏକସେସ୍ ସୁବିଧା ପ୍ରଦାନ କରାଯିବ। ସେହିପରି ଆକ୍ସିସ୍ ବ୍ୟାଙ୍କ କ୍ରେଡିଟ୍ କାର୍ଡରେ ଗ୍ୟାସ , ବୀମା ଏବଂ ସୁନା କିଣଲେ ରିୱାର୍ଡ ପଏଣ୍ଟ ଦିଆଯିବ ନାହିଁ। ତେବେ ଏହି ନିୟମ ଏପ୍ରିଲ୍ ୨୦ରୁ କାର୍ଯ୍ୟକାରୀ ହେବ।


error: Content is protected !!