ଆଜି ବାର୍‌ ଆସୋସିଏସନ୍‌ ନିର୍ବାଚନ


ଆଜି ରାଜ୍ୟବ୍ୟାପୀ ବାର ଆସୋସିଏସନ୍‌ କର୍ମକର୍ତ୍ତା ନିର୍ବାଚନ।ୱାନ ବାର୍‌ ୱାନ ଭୋଟ ପଦ୍ଧତିରେ ୧୫୩ଟି ବାରରେ ନିର୍ବାଚନ।ଭୁବନ ଓ କେନ୍ଦ୍ରାପଡାକୁ ଛାଡ଼ି ଅନ୍ୟ ସମସ୍ତ ବାରରେ ନିର୍ବାଚନ।ରାଜ୍ୟରେ ୪୦ ହଜାରରୁ ଅଧିକ ଆଇନଜୀବୀ କରିବେ ମତଦାନ।ହାଇକୋର୍ଟ ବାର ପାଇଁ ମଧ୍ୟ ଏକ ସଙ୍ଗେ ନିର୍ବାଚନ।


error: Content is protected !!