ଆଜି ପ୍ରଦାନ କରାଯିବ ଭାରତ ରତ୍ନ ସମ୍ମାନ


ଆଜି ପ୍ରଦାନ କରାଯିବ ଭାରତ ରତ୍ନ ସମ୍ମାନ । ରାଷ୍ଟ୍ରପତି ଭବନରେ ଆୟୋଜନ ହେବ ସ୍ବତନ୍ତ୍ର ଉତ୍ସବ । ଲାଲକୃଷ୍ଣ ଆଡଭାନୀ, କର୍ପୂରୀ ଠାକୁର, ପି.ଭି. ନରସିଂହ ରାଓ, ଚୌଧୁରୀ ଚରଣ ସିଂ ଓ ଏମ.ଏସ. ସ୍ବାମୀନାଥନଙ୍କ ନାମ ଘୋଷଣା କରିଥିଲେ ସରକାର।


error: Content is protected !!