ରାମଲଲା ପିନ୍ଧିଲେ ସୂତା ଲୁଗା


ଅଯୋଧ୍ୟାରେ ଖରା ବଢ଼ିଛି। ପ୍ରଭୁ ରାମଲାଲାଙ୍କ ପାଇଁ ଖାସ୍ ସେଇଥିପାଇଁ ସ୍ୱତନ୍ତ୍ର ସୂତା ବସ୍ତ୍ର ପ୍ରସ୍ତୁତ କରି ପିନ୍ଧାଇ ଦିଆଯାଇଛି। ଆଜି ପ୍ରଭୁଙ୍କୁ ଲାଗି ହୋଇଥିବା ହାତବୁଣା ସୂତା ଲୁଗା ମଲମଲ ନାମରେ ନାମିତ। ଏହାକୁ ପ୍ରାକୃତିକ ନୀଳ ରଙ୍ଗରେ ରଙ୍ଗାୟିତ କରାଯାଇଛି।


error: Content is protected !!