ବିଜେପିକୁ ବିଜେଡିର କଡ଼ା କଟାକ୍ଷ


ବିଜେପିକୁ ବିଜେଡିର କଡ଼ା କଟାକ୍ଷ।ଓଡ଼ିଶାରେ ପ୍ରାର୍ଥୀ ପାଉନି ବିଜେପି।୧୪୭ ବିଧାନସଭା ଆସନ କ’ଣ, ୪୭ ପ୍ରାର୍ଥୀ ପାଉନି ବିଜେପି।ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କଲେ ବିଧାୟକ କୁଆଡ଼େ ଗଲେ।ଜଣେ ବି ବିଧାୟକ ପ୍ରାର୍ଥୀଙ୍କ ନାଁ ଘୋଷଣା କରି ପାରୁନାହିଁ ବିଜେପି।ଜନବିରୋଧୀ ଓ ଅପରାଧ ରେକର୍ଡ ଥିବା ଲୋକମାନଙ୍କୁ ବିଜେପି ପ୍ରାର୍ଥୀ କରୁଛି।


error: Content is protected !!