ଆଜି ବି ଚାଲିଛି IT ରେଡ୍


ବିଜେଡ଼ି ନେତା ସୁବ୍ରତ ଛାଟୋଇଙ୍କ ଶିକ୍ଷାନୁଷ୍ଠାନ ଉପରେ ଆଇଟି ରେଡ୍‌।ଦ୍ବିତୀୟ ଦିନରେ ମଧ୍ୟ ୬ ସ୍ଥାନରେ ୧୦ଟି ଟିମ୍‌ର ଏକକାଳୀନ ଚଢ଼ାଉ।ଭୁବନେଶ୍ବର କୋଚିଂ ସେଣ୍ଟରରେ ଆଜି ବି ଆୟକର ଟିମ୍‌ର ରେଡ୍‌।ଭୁବନେଶ୍ବର , ଯାଜପୁର , ନିମାପଡ଼ା ସମେତ ୬ଟି ସ୍ଥାନରେ ରେଡ।


error: Content is protected !!