ରାଜ୍ୟ

ଝାରସୁଗୁଡ଼ାରେ ପହଞ୍ଚିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି।ଝାରସୁଗୁଡ଼ାରୁ ସ୍ବତନ୍ତ୍ର ହେଲିକପ୍ଟରରେ ବଲାଙ୍ଗିର ଗଲେ ରାହୁଲ।କୋଶଳ କଳାମଣ୍ଡଲ ପଡ଼ିଆରେ ଆୟୋଜିତ ସଭାରେ ଯୋଗଦେବେ।

ଗଞ୍ଜାମ ଓ କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ କାର୍ଯ୍ୟକ୍ରମ।ସୋରଡ଼ାରେ ଜନସଭାକୁ ଉଦ୍‌ବୋଧନ ଦେବେ।କଟକରେ ବିଶାଳ ରୋଡ୍ ଶୋ' କରବେ।ଗୋପବନ୍ଧୁ ପାର୍କ ଛକରୁ ରୋଡ ଶୋ' ଆରମ୍ଭ...

କଟକ ସଦରରେ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ରଚାର।ସାଧାରଣ ସଭାରେ କାର୍ତ୍ତିକ ପାଣ୍ଡିଆନଙ୍କ ଉଦବୋଧନ।ଡବଲ ଶଙ୍ଖରେ ଆଶୀର୍ବାଦ କରିବାକୁ କଲେ ଅପିଲ୍ଆପଣଙ୍କ ଆଶୀର୍ବାଦରେ ଷଷ୍ଠଥର ମୁଖ୍ୟମନ୍ତ୍ରୀ ହେବେ ନବୀନ ପଟ୍ଟନାୟକ।ବିଜେପି...

କାହିଁକି କାଲି ନାମାଙ୍କନ କରିନଥିଲେ କହିଲେ ଅଙ୍କିତ ପ୍ରତାପ ଜେନା।ରହସ୍ୟରୁ ପରଦା ହଟାଇଲେ ମାହାଙ୍ଗା ବିଜେଡି ପ୍ରାର୍ଥୀ ଅଙ୍କିତ।କାଲି ଶୁଭବେଳା ଗଡ଼ିଯିବାରୁ ନାମାଙ୍କନ ନକରି ଫେରି ଯାଇଥିବା...

ସୋର ବିଧାନସଭା ପ୍ରାର୍ଥୀ ବଦଳାଇଲା ବିଜେପି।ପର୍ଶୁରାମ ଧଡ଼ା ବିଜେପିର ନୂଆ ପ୍ରାର୍ଥୀ।ସୂଚନା ଦେଲେ ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂ ତୋମାର।ରାଜୁ ଦାସଙ୍କ ସ୍ଥାନରେ ପର୍ଶୁରାମ ଧଡା ହେଲେ...

ବ୍ରହ୍ମପୁର ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀଙ୍କୁ ଆକ୍ରମଣ ମାମଲାରେ ବିଧାୟକ ପ୍ରାର୍ଥୀ ଶିବ ଶଙ୍କର ଦାଶଙ୍କୁ କୋର୍ଟ ଚାଲାଣ କଲା ଗୋଷାଣୀନୂଆଗାଁ ଥାନା ପୁଲିସ।...

1 min read

ବିଜେପି ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ।ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର ପଞ୍ଜରା ହାଡ଼ ଓ ଫୁସ୍‌ଫୁସ୍‌ରେ ଆଘାତ ଲାଗିଥିବାରୁ ସ୍ଥାନାନ୍ତର।ଅଧିକ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିବା ପରିବାର ପକ୍ଷରୁ...

1 min read

କଟକ JMFC କୋର୍ଟରେ ଆତ୍ମସମର୍ପଣ କରିପାରନ୍ତି ଅନୁଭବ।ଅନୁଭବଙ୍କ ସହ ୨ ସହଯୋଗୀଙ୍କ ମଧ୍ୟ ଆତ୍ମସମର୍ପଣ।ଗତକାଲି ଅନୁଭବଙ୍କ ଓ ୨ ସହଯୋଗୀଙ୍କ ବିରୋଧରେ ଜାରି ହୋଇଥିଲା NBW।ବର୍ଷାଙ୍କୁ ନିର୍ଯ୍ୟାତନା...

error: Content is protected !!