ରାଜ୍ୟ

1 min read

ଖୋର୍ଦ୍ଧାରୁ BJPର ପୂର୍ବତନ ବିଧାୟକ ପ୍ରାର୍ଥୀଙ୍କ ଇସ୍ତଫା।ଟିକେଟ୍ କଟିବା ପରେ ବିଜେପି ଛାଡ଼ିଲେ କାଳୁ।ଖୋର୍ଦ୍ଧାରୁ ସ୍ବାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ବୋଲି କହିଲେ।କାଳୁଙ୍କ ସହ ଇସ୍ତଫା ଦେଲେ...

ବିଜେପି ଛାଡିଲେ ନୀତିଶ | ସୋସିଆଲ ମିଡିଆରେ ପୋଷ୍ଟ କରି ଦେଲେ ସୂଚନା।ଅସୁସ୍ଥତା କାରଣରୁ ଇସ୍ତଫା ଦେଉଛି: ନୀତେଶ।ରାଣୀ ତଥା ପତ୍ନୀ ଅରୁନ୍ଧତୀ ଦେବୀଙ୍କୁ ସହଯୋଗ କରିବାକୁ...

ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ |ହିଂଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଛତ୍ରପୁର ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ଦାଖଲ କଲେ...

ନିର୍ବାଚନ କମିଶନରଙ୍କ ପକ୍ଷରୁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି ।ଏପଟେ ରାତିଅଧିଆ କେଳେଙ୍କାରି ଚାଲିଛି ।କଣ ଏମିତି ଦରକାର ପଡିଲା ଯେ ବିଳମ୍ୱିତ ରାତିରେ ମହାନଦୀ...

1 min read

ମା' ତାରାତାରିଣୀଙ୍କ ଦର୍ଶନ କରି ନାମାଙ୍କନ କଲେ।ଉପସ୍ଥିତ ଅଛନ୍ତି ଭିକେ ପାଣ୍ଡିଆନ, ବିକ୍ରମ ଆରୁଖ।ବ୍ରହ୍ମପୁର BJD ସାଂସଦ ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର ଉପସ୍ଥିତ।ଆସିକା ସାଂସଦ ପ୍ରାର୍ଥୀ ରଂଜିତା...

ବଡ଼ ଖବର; ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ଆସିଛି ବଡ଼ ଖବର । ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ବାର୍ଷିକ ମାଟ୍ରିକ ପରୀକ୍ଷାଫଳ ମେ ମାସ ଦ୍ବିତୀୟ...

1 min read

କଟକ:(ବିନୋଦ କୁମାର ଭୋଇ):- କଟକ ଜିଲ୍ଲା ନିଆଳି ବ୍ଲକ ଅନ୍ତର୍ଗତ ପୋଖରୀଗାଁ ଗ୍ରାମ୍ୟ ପଞ୍ଚାୟତ ଅଧିନ ପୋଖରୀଗାଁ ରେ ବସୁଧା ନାମକୁ ମାତ୍ର ନିର୍ମାଣ ହୋଇଅଛି ଏହା...

1 min read

ସୋଫିଆ ଫିର୍ଦ୍ଦୋସଙ୍କୁ କଟକ-ବାରବାଟୀ ଟିକେଟ୍ ଏବେ ବିରୋଧୀଙ୍କ ଚିନ୍ତା ବଢ଼େଇଲା। ସୋଫିଆ ଫିର୍ଦୋଷ ଖାଲି ଟେଲେର ଦେଖାଇଛନ୍ତି । ପିକ୍ଚଚରକୁ ଅପେକ୍ଷା ।

ଭୂପିନ୍ଦର ସିଂହଙ୍କୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ପାଇଁ ଚିଫ୍ ଇଲେକ୍ସନ କୋଡିନେଟର ଭାବେ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

error: Content is protected !!