March 14, 2026

Now Odisha

Now Odisha

Year: 2025

୭୧ ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ ଉତ୍ସବ ମଙ୍ଗଳବାର ନୂଆଦିଲ୍ଲୀସ୍ଥିତ ବିଜ୍ଞାନଭବନଠାରେ ଅନୁଷ୍ଠିତ ହୋଇଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କଳାକାରମାନଙ୍କୁ ପୁରସ୍କାର ପ୍ରଦାନ କରିଛନ୍ତି। ବଲିଉଡ...

ଭାରତ-ପାକିସ୍ତାନ ମଧ୍ୟରେ ରବିବାର ଶେଷ ହୋଇଥିବା ଏସିଆ କପର ସୁପର ୪ ମୁକାବିଲାରେ ବେଶ ଡ୍ରାମା ଦେଖିବାକୁ ମିଳିଛି। ଭାରତ ଠାରୁ ଗ୍ରୁପ ପର୍ଯ୍ୟାୟରେ ହାରିଥିବା ପାକିସ୍ତାନ...

ବ୍ରହ୍ମପୁର: ବ୍ରହ୍ମପୁର ଖୋଡାସିଂ ସ୍ଥିତ ଏଲଆଇସି ଅଫିସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଲଆଇସିର ଏହି ଡିଭିଜନ କାର‌୍ୟ୍ୟାଳୟର ୩ୟ ମହଲରେ ଥିବା ଆଇଟି ରୁମର ଦ୍ୱିତୀୟ ଚାମ୍ବରରେ...

--ବିଧାନସଭା ମୌସୁମୀ ଅଧିବେଶନର ସୋମବାର ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀ ସଦସ୍ୟ ହୋହାଲ୍ଲା କରିଛନ୍ତି । ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ଓ ବିଜେଡି...

ଭୁବନେଶ୍ଵର : ୩ ବର୍ଷର ଶିଶୁ ମୃତ୍ୟୁକୁ ନେଇ କ୍ୟାପିଟାଲ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଛି। ଭୁଲ ମେଡିସିନ୍ ଯୋଗୁଁ ଶିଶୁଟିର ମୃତ୍ୟୁ ହୋଇଥିବା ପରିବାର ଲୋକେ...

ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜଣେ ଲାବୋରୋଟାରୀ ଟେକ୍ନିସିଆନଙ୍କ ମୃତଦେହକୁ ଆଜି ଝୁଲନ୍ତା ଅବସ୍ଥାରେ ତାଙ୍କ ଭଡ଼ା ଘରୁ ଜବତ କରିଛି ପୁଲିସ। ତାଙ୍କ ନାଁ କଳ୍ପନା ପାତ୍ର।ପୁରୀ ଜିଲ୍ଲାର କଳ୍ପନା ଗତ ଜାନୁଆରୀ ମାସରେ ବାହା ହୋଇଥିଲେ। ତାଙ୍କ ସ୍ୱାମୀ ମଧ୍ୟ ଚାକିରି କରନ୍ତି। ସ୍ୱାମୀ ଅନ୍ୟତ୍ର ଚାକିରି କରୁଥିବାରୁ ଦୁହେଁ ଏକାଠି ରହିପାରୁ ନଥିଲେ। କଳ୍ପନା ଗୋପାଳ ଗାଁରେ ଘର ଭଡ଼ା ନେଇ ରହୁଥିଲେ। ତାଙ୍କ ସ୍ୱାମୀ ପ୍ରାୟ ଶନିବାର-ରବିବାର ତାଙ୍କ ପାଖକୁ ଆସୁଥିଲେ।କଳ୍ପନା ବାପା ଅଭିଯୋଗ କରିଛନ୍ତି ଯେ ଜ୍ୱାଇଁ ତାଙ୍କ ଝିଅକୁ ନିର୍ଯାତନା ଦେଉଥିଲେ। ସେଥିପାଇଁ ଜ୍ୱାଇଁଙ୍କ ନାଁରେ ସେ ଥାନାରେ ଏତଲା ଦେଇଛନ୍ତି। ତାଙ୍କୁ ଜେରା କରାଗଲା କଳ୍ପନାର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ସେ କହିଛନ୍ତି।କଳ୍ପନାଙ୍କ ବାପା ଆହୁରି କହିଛନ୍ତି ଯେ ଗତକାଲି ରାତି ୯ଟା ବେଳେ ସେ ଝିଅ ସହିତ ଫୋନ୍‌ରେ କଥା ହୋଇଥିଲେ। କିନ୍ତୁ ଝିଅ ଅନ୍ୟଦିନଗୁଡ଼ିକ ପରି ଖୁସି ଜଣାପଡ଼ୁନଥିଲା। ବୋଧହୁଏ ଜ୍ୱାଇଁଙ୍କ ସହିତ କୌଣସି କଥାକୁ ନେଇ ତାର ଝଗଡ଼ା ହୋଇଥିଲା। ରାତି ୧୧ଟା ବେଳେ ପୁଣି ଥରେ ଫୋନ୍ କଲା ବେଳକୁ ସେ ଆଉ ଉଠାଇ ନଥିଲା। ପରେ ଜଣେ ଆଶା ଦିଦି ଫୋନ୍ କରି କଳ୍ପନାର ମୃତ୍ୟୁ ହୋଇଯାଇଛି ବୋଲି କହିଥିଲେ।ବାଲେଶ୍ୱର ଟାଉନ ଥାନା ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଘଟଣାର ତଦନ୍ତ କରୁଛି।

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅରୁଣାଚଳ ପ୍ରଦେଶ ଓ ତ୍ରିପୁରା ଗସ୍ତରେ ଯିବେ ବୋଲି ଜଣାପଡିଛି। ଏହି ଅବସରରେ ମୋଦୀ ଅରୁଣାଚଳ ରାଜଧାନୀ ଇଟାନଗରରେ...

ଭୁବନେଶ୍ବର: ଆସୁଛି ଆଉ ୩ଟି ଲଘୁଚାପ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି, କାରଣ,...

 ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ସନ୍ଧ୍ୟାରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉଦ୍‌ବୋଧନରେ GST ସଂସ୍କାର ନେଇ ବଡ଼ ସୂଚନା ଦେଇଛନ୍ତି।ସେପ୍ଟେମ୍ବର...

error: Content is protected !!