କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ


କଟକ ବାରବାଟୀରୁ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ।ମହମ୍ମଦ ମୋକିମଙ୍କ ଝିଅ ସୋଫିଆ ଫିର୍ଦ୍ଦୋସ ପ୍ରାର୍ଥୀ।ଜଳେଶ୍ୱର- ଦେବୀ ପ୍ରସନ୍ନ ଚାନ୍ଦ , ବାଲେଶ୍ୱର- ମୋନାଲିସା ଲେଙ୍କା।ବଡ଼ଚଣା- ଅଜୟ ସାମଲ , ପାଲଲହଡ଼ା- ଫକୀର ସାମଲ।


error: Content is protected !!