ହାୱାଇ ଭିତ୍ତିକ ପ୍ୟାସିଫ ସୁନାମୀ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ ଫିଲିପାଇନ୍ସ(Philippines) ପାଇଁ ଜାରି ହୋଇଥିବା ସୁନାମୀ ବିପଦ କିଛି ମାତ୍ରାରେ ଟଳି ଯାଇଛି। କିନ୍ତୁ ଅନ୍ୟ ଏଜେନ୍ସି ଗୁଡ଼ିକ ଆଲର୍ଟ ଜାରି ରହିଥିବା କହିଛନ୍ତି।
ସୁନାମୀ ଆଲର୍ଟ ଜାରି ହେବା ପୂର୍ବରୁ ଫିଲପାଇନ୍ସ ଇନଷ୍ଟିଚ୍ୟୁଟ ଅଫ ଭୋଲକାନଲୋଜି ଓ ସେଇସମୋଲୋଜି କହିଥିଲା ଯେ ମିନଣ୍ଡାନୋର ଡାଭାଓ ଓରିଏଣ୍ଟାଲ ଅନ୍ତର୍ଗତ ମାନ୍ୟା ସହରର ଭୂକମ୍ପର କେନ୍ଦ୍ରସ୍ଥଳ ରହିଛି। ଏହା ଗଭୀରତା ଜଳ ପଥରେ ୧୦ କିମି। ଭୂକମ୍ପର ତୀବ୍ରତା ୭.୬ ରହିଥିବାରୁ ଏଥିରେ ବ୍ୟାପକ କ୍ଷୟକ୍ଷତିର ଆକଳନ କରିଛି ଏଜେନ୍ସି।

More Stories
ଦିନ ୧୧ଟାରୁ ଅପରାହ୍ନ ୩ଟା ଯାଏଁ କାମ ବନ୍ଦ
ରାଜ୍ୟରେ କଲବଲ କରିବ କାଳବୈଶାଖୀ, ୨୬ ରୁ ୨୮ ତାରିଖ ଯାଏଁ ୟେଲୋ ୱାର୍ଣ୍ଣିଂ ଜାରି
କାଳବୈଶାଖୀ ପ୍ରଭାବରେ ପ୍ରବଳ କୁଆ ପଥର ମାଡ଼, ସବୁଠି ଦିଶିଲା ଧଳା ଚାଦରର ଆବରଣ