ଯଯାତି କେଶରୀଙ୍କ ନାଁରେ ନାମିତ ହେବ ଯାଜପୁର ମେଡିକାଲ କଲେଜ


• ଯଯାତି କେଶରୀଙ୍କ ନାଁରେ ନାମିତ ହେବ ଯାଜପୁର ମେଡିକାଲ କଲେଜ।

• ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

• ୨୦୨୪ ଶିକ୍ଷାବର୍ଷରୁ କାର୍ଯ୍ୟକ୍ଷମ କରିବାକୁ ସରକାରଙ୍କ ଘୋଷଣା।

• ୧୦୦ ସିଟ୍‌ରେ ନାମଲେଖା ପାଇଁ NMCକୁ ଆବେଦନ କରିବେ ସରକାର।


error: Content is protected !!