ଆନ୍ତର୍ଜାତୀୟ ଡକ୍ଟରେଟ ଇନ ହ୍ୟୁମାନ ରାଇଟ ଆୱାର୍ଡ ଓ ଅଲ ଇଣ୍ଡିଆ କଞ୍ଜୁମର ୱେଲଫେଆର କାଉନସିଲ ପକ୍ଷରୁ ଭୁନେଶ୍ବରରେ ହେଉଥିବା ଜାତୀୟ ସଭା ରେ ସମ୍ବର୍ଦ୍ଧିତ କରା ଯାଇଛି, ସମାଜ ସେବାରେ ନିଜକୁ ନିୟୋଜିତ କରି ଥିବା ଡ଼ ମହାପାତ୍ର ଅ ବହେଳିତ ବରିଷ୍ଠ ନାଗରିକ ଓ ଅବହେଳିତ ଛୋଟ ପିଲାମାନଙ୍କ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଦୀର୍ଘ ଦିନରୁ କରି ଆସୁଛନ୍ତି,ସେମାନ ଙ୍କ ସାଙ୍ଗେ କିଛି ସମୟ ରହି ସେମାନଙ୍କୁ ଖୁସି ଦେବା ମୂଳ ଲକ୍ଷ୍ୟ, ରକ୍ତଦାନ କାର୍ଯ୍ୟକ୍ରମ ଓ ଅବହେଳିତ ବରିଷ୍ଠ ନାଗରିକ ମାନଙ୍କ ପାଇଁ ସମୟ ଦାନ କରି ଉଲ୍ଲେଖ ନିୟ କାର୍ଯ୍ୟ କରି ଅଛନ୍ତି, ପୂର୍ବରୁ ମଧ୍ୟ ରାଜ୍ୟ, ଦେଶ ଓ ଦେଶ ବାହାରୁ ମାନବ ମଙ୍ଗଳ କାର୍ଯ୍ୟ ନିମନ୍ତେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଡ଼ ମହାପାତ୍ର ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି, ଆମକୁ ସମାଜ ସେବା ପାଇଁ ଉପଯୁକ୍ତ ଭାବି ସମ୍ବର୍ଦ୍ଧିତ କରି ଥିବାରୁ ଆମେ ଦୁଇ ଅନୁଷ୍ଠାନ ର ପ୍ରତିଷ୍ଠାତା ଓ ଅନ୍ୟାନ୍ୟ ପ୍ରମୁଖ ସଦସ୍ୟ ଓ ସଦସ୍ୟା ମାନଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରୁଛୁ ,ଏହୀ ସମ୍ମାନ ଆମର କରାଯାଉଥିବା ସେବା କାର୍ଯ୍ୟ କୁ ବହୁତ ଉଶ୍ଚାହ ଯୋଗାଇବ ଡ ନାରାୟଣ ମହାପାତ୍ର l

More Stories
ରାଜ୍ୟ ବାହାରକୁ ଗଲେ କଂଗ୍ରେସ ୮ ବିଧାୟକ |
ଦଶମ ଶ୍ରେମୀ ଛାତ୍ରୀଙ୍କ ତଣ୍ଟି କାଟି ହତ୍ୟା, ଅଭିଯୁକ୍ତ ଗିରଫ |
ବିଶୁଦ୍ଧ କ୍ରୟ ପାନୀୟ ଜଳ ସପ୍ଳାଇ କେନ୍ଦ୍ର ଉଦଘାଟିତ |