ସୋର ମେଡିକାଲ ପରିସରରେ ଝୁଲନ୍ତା ମୃତ ଦେହ


ବାଲେଶ୍ଵର:(ଭଗବାନ ପଣ୍ଡା):- ସୋର ମେଡିକାଲ ପରିସରରେ ଝୁଲନ୍ତା ମୃତ ଦେହ ଯୁବକଙ୍କ ପରିଚୟ ମିଳିନି ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ସୋର ବ୍ଲକ ସୋର ମେଡିକାଲ ପରିସରରେ ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଠାବ ହୋଇଛି ମେଡିକାଲ ପରିସରରେ ସିଡି ପାହାଚରେ ଥିବା ଫାୟାର ରେଲିଂରେ ଝୁଲନ୍ତା ଅବସ୍ଥାରେ ସମୃତ ବ୍ୟକ୍ତି ଙ୍କୁ ଦେଖିବାକୁ ମିଳିଛି ସମୃତ ବ୍ୟକ୍ତି ଙ୍କ ପରିଚୟ ମିଳିନାହିଁ ସୂଚନା ଅନୁସାରେ ହସ୍ପିଟାଲ ର ସ୍ତ୍ରୀ ପ୍ରସୂତି ବିଭାଗ ଦ୍ବିତୀୟ ମହଲା ସିଡ଼ି ପାହଚରେ ଜଣେ ୪୦ ବଷୀୟ ଯୁବକ ଗାମୁଛା ରେ ଫାସୀ ଲଗାଇ ଝୁଲି ପଡିଛନ୍ତି ୫ ରୁ ୬ ଫୁଟ ଉଚ୍ଚତାରେ ଗାମୁଛା ରେ ବେକରେ ଲଗାଇ ଯେଉଁ ଭଳି ମୃତ୍ୟୁ ହୋଇଛି ତାହା ସଂଦେହ ପ୍ରକାଶ ପାଇଛିଗତ କାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବ୍ୟକ୍ତି ଜଣକ ଡାକ୍ତର ଖାନାରେ ବୁଲୁଥିବାର ସୁରକ୍ଷାକର୍ମୀ ମାନେ ଦେଖିବାକୁ ପାଇଥିଲେ ହେଲେ ଆଜି ତାଙ୍କର ମୃତ୍ୟୁ ହୋଇଛିସେ ଆତ୍ମହତ୍ୟା କରିଛନ୍ତି କି ତାଙ୍କୁ କେହି ହତ୍ୟା କରି ଝୁଲାଇ ଦେଇଛି ସେନେଇ ସନ୍ଦେହ ସୃଷ୍ଟି ହୋଇଛି।


error: Content is protected !!