ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି ଏହି ଫଟୋ: ଆପଣ ଏହି ଫଟୋରେ କ’ଣ ଦେଖିଲେ?


ଭୁବନେଶ୍ୱର: ସୋସିଆଲ୍ ମିଡିଆରେ ବେଳେବେଳେ ଏପରି ଫଟୋ ସେୟାର ହୁଏ, ଯେଉଁଥିରେ କିଛି ନୂତନତ୍ୱ ବା କିଛି ଭିନ୍ନତା ଥାଏ। ଏପରି ଫଟୋ ଖୁବ୍ ଶୀଘ୍ର ଏବଂ ବିଜୁଳି ବେଗରେ ଭାଇରାଲ୍ ହୋଇଯାଏ। ସୋସିଆଲ୍ ମିଡିଆରେ ବେଳେବେଳେ ଏମିତି ଫଟୋ ଦେଖିବାକୁ ମିଳେ ଯାହା ହଠାତ୍ ଦେଖିଲା ବେଳକୁ ଗୋଟେ ଏବଂ ନିରୀକ୍ଷଣ କରି ଦେଖିଲେ କିଛି ଭିନ୍ନ ହୋଇଥାଏ। ଏବେ ଆପଣ କୁହନ୍ତୁ ଆପଣଙ୍କୁ ଏ’ ଫଟୋରେ କ’ଣ ଦେଖାଗଲା ଆଉ ବାସ୍ତବରେ ଏହା କ’ଣ?


error: Content is protected !!