ଭୁବନେଶ୍ବରରେ ବୁଲିବେ ନି ଭିକାରି


ଭୁବନେଶ୍ବରରେ ବୁଲିବେ ନି ଭିକାରି ଭୁବନେଶ୍ବରର ମନ୍ଦିର ଓ ରାସ୍ତା କଡ଼ରେ ଆଉ ବୁଲିବେନି ଭିକାରି ରାସ୍ତା କଡ଼ରେ ଭିକାରିଙ୍କୁ ଦେଖିଲେ ଉଠାଇ ନେବ BMC ସ୍କ୍ୱାର୍ଡ BMC କମିଶନରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ଭିକାରିଙ୍କୁ ଉଠାଇ ନେଇ ଥଇଥାନ କେନ୍ଦ୍ରରେ ରଖାଯିବ।


error: Content is protected !!