ବିଂଝାରପୁର,୧୯।୧୨ : ଲାଞ୍ଚ ନେଉଥିବା ବେଳେ ବିଂଝାରପୁର ତହସିଲର ଅତିରିକ୍ତ ତହସିଲଦାର ପ୍ରଦୀପ କୁମାର ସେଠୀ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।ଏହି ତହସିଲ ଅନ୍ତର୍ଗତ ମନେଇ ଠାରେ ଥିବା ବାଲି ଘାଟର ସୀମା ନିର୍ଦ୍ଧାରଣ ପାଇଁ ସେ ନିରଞ୍ଜନ ମଲିକ ନାମକ ଜଣେ ବ୍ୟକ୍ତିଙ୍କ ଠୁ ୩୦ ହଜାର ଟଙ୍କା ନେଉଥିଲେ l ମାଂସଡା ପଂଚାୟତ ଅଲାରପୁର ସ୍ଥିତ ଭଡା ଘରେ ସେ ନିରଞ୍ଜନଙ୍କ ଠାରୁ ଏହି ଟଙ୍କା ନେବା ବେଳେ ଭିଜିଲାନ୍ସ ଅଧିକାରୀ ତାଙ୍କୁ ମାଡ଼ି ବସିଥିଲେ l

More Stories
ଗାଧେଇବାକୁ ଯାଇ ପୋଖରୀରେବୁଡି ଯୁବକ ମୃତ
ଖୁବ୍ ଜୋରରେ ଝଡ଼ ବର୍ଷା ସମ୍ଭାବନା
ଗୁପଚୁପ୍ ଦେଲା ଦୁଃଖ ; ଚାଲିଗଲା ଛଅ ବର୍ଷର ଶିଶୁର ଜୀବନ, ୪୩ ରୁ ଅଧିକ ଅସୁସ୍ଥ