ମୋକିମଙ୍କ ବହିଷ୍କାର: କଟକ ନଗର ଜିଲ୍ଲା କଂଗ୍ରେସ ସଭାନେତ୍ରୀଙ୍କ ପ୍ରତିକ୍ରିୟା।ଯାହା ନିଷ୍ପତ୍ତି ହୋଇଛି ଠିକ୍ ନୁହେଁ କହିଲେ ଗିରିବାଳା ବେହେରା।’ମୋକିମ୍ଙ୍କ ବିନା କଟକ କଂଗ୍ରେସରେ ପତ୍ରଟେ ହଲେନି, ଏଠି ଦଳ ଦୁର୍ବଳ ହେବ’। ବର୍ଷ ବର୍ଷ ଧରି କଟକରେ କଂଗ୍ରେସ ଜିତି ପାରୁ ନଥିଲା- ଗିରିବାଳା।
କିନ୍ତୁ ସେ ଓ ତାଙ୍କ ଝିଅ ଏଠାରେ ଜିତିଲେ- ଗିରିବାଳା।’ପୌର ନିର୍ବାଚନରେ ବି କଂଗ୍ରେସ କର୍ପୋରେଟର ଜିତିଲେ’।’ଏହା କେବଳ ମୋକିମ୍ଙ୍କ ପାଇଁ ସମ୍ଭବ ହେଲା’। କୌଣସି ବିଶୃଙ୍ଖଳା ସେ କରିନାହାନ୍ତି, ଦଳକୁ ମଜବୁତ୍ ପାଇଁ ଚିଠି ଲେଖିଥିଲେ।ବହିଷ୍କାର ଘଟଣା କର୍ମୀ ଓ ନେତାଙ୍କୁ ଆଘାତ ଦେଇଛି- ଗିରିବାଳା।

More Stories
ହାଟଡିହୀରେ ରୋମିଓଙ୍କ ହାଇଭୋଲଟେଜ୍ ଡ୍ରାମା: ଗିଫ୍ଟ ଫେରାଇ ବ୍ଲକ୍ କରିବାରୁ ଛାତ୍ରୀଙ୍କୁ ପିଟିଲେ ‘ଇନଷ୍ଟା ଆଶିକ୍’
ସାମାନ୍ୟ କଥାରୁ କୁରାଢ଼ି ଚୋଟ: ଗୁରୁତର ବୃଦ୍ଧଙ୍କୁ ଚିକିତ୍ସା କରିବା ସମୟରେ ଛୁଞ୍ଚି-ସୂତା ଅଭାବ, ବାହାରୁ କିଣି ଚିକିତ୍ସା କଲେ ଡାକ୍ତର |
ସମିତିସଭ୍ୟଙ୍କଠାରୁ ସୁନା ଚେନ୍ ଛଡ଼ାଇ କରିଥିଲେ ହତ୍ୟା ଉଦ୍ୟମ |