ତୃଣମୂଳସ୍ତରରେ ବଳିଷ୍ଠ ହେଉଛି ବିଜୁ ଜନତା ଦଳ


ତୃଣମୂଳସ୍ତରରେ ବଳିଷ୍ଠ ହେଉଛି ବିଜୁ ଜନତା ଦଳ। ସଭାପତି ଶ୍ରୀ Naveen Patnaik ଙ୍କ ଦୃଢ ନେତୃତ୍ଵ ଏବଂ ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ନିର୍ବାଚନମଣ୍ଡଳୀର ଅବସରପ୍ରାପ୍ତ ଡିଏସପି ରାଇସେନ୍ ମୁର୍ମୁ ବିଜେଡିରେ ଯୋଗ ଦେଇଛନ୍ତି। ବିଜୁ ଜନତା ଦଳ ପ୍ରତି ଲୋକଙ୍କ ଭରସା ହିଁ ଓଡ଼ିଶା ହକ୍, ଅଧିକାରର ଲଢେଇ ପାଇଁ ଆମର ଶକ୍ତି ସାଜିଛି।


error: Content is protected !!